ନେସ୍କୋ ଶକ୍ତି କର୍ମଚାରୀ ସଂଘ ନୀତି ଓ
ନିୟମକୁ ଆଧାର କରି ଶ୍ରମିକ କର୍ମଚାରୀ ମାନଙ୍କର ନାର୍ଯ୍ୟ ଦାବୀ ପୁରଣ କରିବା ଦିଗରେ ସଫଳ ହୋଇଥିବା ଯୋଗୁଁ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛି ଏହାକୁ ବଜାଇ ରଖିଲେ ଆଗାମୀ ଦିନରେ ଶକ୍ତି ସଂଘ ୧ ନଂ ସ୍ଥାନ ଅଧିକାର
କରିପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବିଦ୍ୟୁତ୍ ବିଭାଗ ଏକ ଅତ୍ୟାବଶ୍ୟକ ସଂସ୍ଥା ଏଥିରେ କାର୍ଯ୍ୟରତ ଅଫିସରଙ୍କ ଠାରୁ ଆରମ୍ଭ କରି ଶ୍ରମିକ,କର୍ମଚାରୀ ଏବଂ ବିଦ୍ୟୁତ ଗ୍ରାହକ
ମାନଙ୍କ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗର ଉନ୍ନତି ପାଇଁ ସଚେତନ ହେବା ଆବଶ୍ୟକ ଓଡିଶାରେ ଏବେ ବିଦ୍ୟୁତ୍ ସଂକଟ ଚରମ ସୀମାରେ ପହଞ୍ଚିଲାଣି ଦିନ ଥିଲା ବିଦ୍ୟୁତ୍ କ୍ଷେତ୍ରରେ ଓଡିଶ ଏକ
ବଳକା ରାଜ୍ୟ ଭାବରେ ପରିଗଣିତ ହେଉଥିଲା ମାତ୍ର ଏବେତାହା
ଓଲୋଟା ଦିନକୁ ଦିନ ଗ୍ରାହକ ସଂଖ୍ୟା ବଢୁଛି କିନ୍ତୁ ଉତ୍ପାଦନ ହ୍ରାସ
ପାଉଛି , ବିଦ୍ୟୁତ୍ ଚୋରୀ ବଢୁଛି ଏହାର ପ୍ରତିକାର
ନକଲେ ପରିସ୍ଥିତି ଅଣାୟତ ହେବ ତେଣୁ ବେଳ ହୁଁ ସାବଧାନ
ହେବା ଉଚିତ
ବ୍ରହ୍ମାନନ୍ଦ ସାହୁ ,(ସଭାପତି) ନେସ୍କୋ ଶକ୍ତି କର୍ମଚାରୀ
ସଂଘ
No comments:
Post a Comment